ଭୁବନେଶ୍ୱର ଲୋୟର PMG ରେ ୩ ଗାଁ ସାଥିଙ୍କ ଆତ୍ମାହୁତି ଉଦ୍ୟମ, କିରାସିନି ଢାଳି ନିଆଁ ଲଗାଇଲା ବେଳେ କାବୁ କଲା ପୁଲିସ; ୩ ଜଣ ଗାଁ ସାଥିଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କଲା ପୁଲିସ; ୬୦ ଦିନ ହେଲା ଲୋୟର PMG ରେ ଅନଶନରେ ଅଛନ୍ତି ଗାଁ ସାଥି, ସ୍ଥାୟୀ ନିଯୁକ୍ତି ଓ ମାସିକ ୮ ହଜାର ଟଙ୍କା ଦରମା ଦାବିରେ ଅନଶନ

ଭୁବନେଶ୍ୱର ଲୋୟରPMG ରେ ୩ ଗାଁ ସାଥିଙ୍କ ଆତ୍ମାହୁତି ଉଦ୍ୟମ, କିରାସିନି ଢାଳି ନିଆଁ ଲଗାଇଲା ବେଳେ କାବୁ କଲା ପୁଲିସ; ୩ ଜଣ ଗାଁ ସାଥିଙ୍କୁ

Read more

ପଶ୍ଚିମବଙ୍ଗରେ ପଶିଲା ଓମିକ୍ରନ, ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଜଣେ ୭ ବର୍ଷର ବାଳକଠାରେ ଓମିକ୍ରନ ଭୂତାଣୁ ଚିହ୍ନଟ | ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬୫କୁ ବୃଦ୍ଧି |

ପଶ୍ଚିମବଙ୍ଗରେ ପଶିଲା ଓମିକ୍ରନ, ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଜଣେ ୭ ବର୍ଷର ବାଳକଠାରେ ଓମିକ୍ରନ ଭୂତାଣୁ ଚିହ୍ନଟ | ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬୫କୁ ବୃଦ୍ଧି

Read more

ସୁନୀଲ କୁମାର ବଂଶଲ ହେଲେ ରାଜ୍ୟର ପୋଲିସ ମହାନିର୍ଦେଶକ| ୧୯୮୭ ବ୍ୟାଚ୍‌ର IPS ଅଫିସର ସୁନୀଲ ବଂଶଲ, ଏବେ ଗୁଇନ୍ଦା ବିଭାଗ ସ୍ବତନ୍ତ୍ର ନିର୍ଦେଶକ ଅଛନ୍ତି ସୁନୀଲ । ୧୬ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ସୁନୀଲ ବଂଶଲ । ୨୦୨୨ ଜୁନ୍‌ ଯାଏ ଦାୟିତ୍ବ ତୁଲାଇବେ ନୂଆ ଡିଜିପି ସୁନୀଲ ।

ସୁନୀଲ କୁମାର ବଂଶଲ ହେଲେ ରାଜ୍ୟର ପୋଲିସ ମହାନିର୍ଦେଶକ| ୧୯୮୭ ବ୍ୟାଚ୍‌ର IPS ଅଫିସର ସୁନୀଲ ବଂଶଲ, ଏବେ ଗୁଇନ୍ଦା ବିଭାଗ ସ୍ବତନ୍ତ୍ର ନିର୍ଦେଶକ ଅଛନ୍ତି ସୁନୀଲ

Read more

ପୁରୀ ବ୍ରହ୍ମଗିରିରେ ସଂଜୟ ଦାସବର୍ମାଙ୍କ PA ଚିତ୍ତରଞ୍ଜନଙ୍କୁ ହତ୍ୟା ଘଟଣା, ସଂଜୟଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ସମେତ ୫ ଅଟକ | ଗତକାଲି ଅଜ୍ଞାତ ସ୍ଥାନରେ ୫ ଜଣଙ୍କୁ ଜେରା କରିଥିଲେ IG ଓ SP, ମୁଖ୍ୟ ଅଭିଯୁକ୍ତ ଶାସନ ଦାମୋଦରପୁରର ଜଗନ୍ନାଥ ଷଡ଼ଙ୍ଗୀ ଅଟକ | ସଂଜୟଙ୍କ ଦାସବର୍ମାଙ୍କ PSO ଗୋପାଳପୁରର ସର୍ବେଶ୍ବର ଜେନା ଅଟକ, ବାସୁଦେବପୁରର ସୂର୍ଯ୍ୟ ମିଶ୍ର ଓ ବ୍ରାହ୍ମଣିଆର ଉମାକାନ୍ତ ପାଇକରାୟ ବି ଅଟକ |

ପୁରୀ ବ୍ରହ୍ମଗିରିରେ ସଂଜୟ ଦାସବର୍ମାଙ୍କ PA ଚିତ୍ତରଞ୍ଜନଙ୍କୁ ହତ୍ୟା ଘଟଣା, ସଂଜୟଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ସମେତ ୫ ଅଟକ | ଗତକାଲି ଅଜ୍ଞାତ ସ୍ଥାନରେ ୫

Read more

ଆଜି ରାଜ୍ୟର ୭ଟି ସ୍ଥାନରେ ଆରମ୍ଭ ହେବ ଇକୋ ରିଟ୍ରିଟ | ଭିସି ଜରିଆରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ସ୍ଥାନ- କୋଣାର୍କ, ଭିତରକନିକା, ସାତକୋଶିଆ, ହୀରାକୁଦ ଦାରିଙ୍ଗବାଡ଼ି, ପାତି ସୋନପୁର ଓ କୋରାପୁଟରେ ବି ହେବ ଇକୋ ରିଟ୍ରିଟ |

ଆଜି ରାଜ୍ୟର ୭ଟି ସ୍ଥାନରେ ଆରମ୍ଭ ହେବ ଇକୋ ରିଟ୍ରିଟ | ଭିସି ଜରିଆରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ସ୍ଥାନ- କୋଣାର୍କ, ଭିତରକନିକା,

Read more

ଭୁବନେଶ୍ବରରେ ପହଞ୍ଚିଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର | ୩ ଦିନିଆ ଗସ୍ତ ଅବସରରେ, ଭୁବନେଶ୍ବରରେ କରିବେ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ, ନୀତି ଆୟୋଗକୁ ଅନେକ ଗୁରୁତ୍ବପୂର୍ଣ୍ଣ ଦାବି ଜଣାଇବେ ରାଜ୍ୟ ସରକାର ।

ଭୁବନେଶ୍ବରରେ ପହଞ୍ଚିଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ୩ ଦିନିଆ ଗସ୍ତ ଅବସରରେ, ଭୁବନେଶ୍ବରରେ କରିବେ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସହ

Read more

ଖୋର୍ଦ୍ଧା ଓ କେନ୍ଦୁଝରରେ ଆଉ ଜଣେ ଲେଖାଏଁ କୋଭିଡ ରୋଗୀ ମୃତ, ରାଜ୍ୟରେ କୋଭିଡ ମୃତ୍ୟୁସଂଖ୍ୟା ୮୪୩୯କୁ ବୃଦ୍ଧି |ରାଜ୍ୟରେ ଦିନକରେ ଆଉ ୨୧୮ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୧୧୭ ସଂଗରୋଧରୁ ୧୨୭ ଓ ସ୍ଥାନୀୟ ଅଞ୍ଚଳରୁ ୯୧ ରୋଗୀ ଚିହ୍ନଟ, ୧୯୨୫ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ |

ଖୋର୍ଦ୍ଧା ଓ କେନ୍ଦୁଝରରେ ଆଉ ଜଣେ ଲେଖାଏଁ କୋଭିଡ ରୋଗୀ ମୃତ, ରାଜ୍ୟରେ କୋଭିଡ ମୃତ୍ୟୁସଂଖ୍ୟା ୮୪୩୯କୁ ବୃଦ୍ଧି |ରାଜ୍ୟରେ ଦିନକରେ ଆଉ ୨୧୮ କୋରୋନା ଆକ୍ରାନ୍ତ

Read more

ଲୋକପ୍ରିୟ ସଂଗୀତ ‘ରଙ୍ଗବତୀ’ର ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ। ପ୍ରଥମେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ

ଲୋକପ୍ରିୟ ସଂଗୀତ ‘ରଙ୍ଗବତୀ’ର ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ। ପ୍ରଥମେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ବୁର୍ଲା

Read more

ରାଜ୍ୟରେ ଖୋଲିବ ଆଉ ୧୧ଟି ସାଇବର ଥାନା । ୧୫୪ ପୋଲିସ କର୍ମଚାରୀ ଓ ୯୦ ବିଶେଷଜ୍ଞ ନିୟୋଜିତ ହେବେ। ନିଯୁକ୍ତି ପାଇବେ ୧୪ ଇନ୍‌ସପେକ୍ଟର, ୨୮ ସବ୍ଇନ୍‌ସପେକ୍ଟର, ୨୮ ASI, ୨୮ କନେଷ୍ଟବଳ (ଯୋଗାଯୋଗ) ଓ ୫୬ କନେଷ୍ଟବଳ | ଆର୍ଥିକ ଅପରାଧ ରୋକିବାରେ ସାଇବର ଥାନା ସହାୟକ ହେବ: ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଖୋଲିବ ଆଉ ୧୧ଟି ସାଇବର ଥାନା । ୧୫୪ ପୋଲିସ କର୍ମଚାରୀ ଓ ୯୦ ବିଶେଷଜ୍ଞ ନିୟୋଜିତ ହେବେ। ନିଯୁକ୍ତି ପାଇବେ ୧୪ ଇନ୍‌ସପେକ୍ଟର, ୨୮

Read more

ଦିଲ୍ଲୀରେ ଆଉ ୪ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ, ଦିଲ୍ଲୀରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬କୁ ବୃଦ୍ଧି । ଦେଶର ମୋଟ ୮ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ଏଯାଏ ମହାରାଷ୍ଟ୍ରରେ ସର୍ବାଧିକ ୨୦, ରାଜସ୍ଥାନରେ ୯ ଚିହ୍ନଟ ।

ଦିଲ୍ଲୀରେ ଆଉ ୪ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ, ଦିଲ୍ଲୀରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬କୁ ବୃଦ୍ଧି । ଦେଶର ମୋଟ ୮ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ

Read more