ପୁରୀ ବ୍ରହ୍ମଗିରିରେ ସଂଜୟ ଦାସବର୍ମାଙ୍କ PA ଚିତ୍ତରଞ୍ଜନଙ୍କୁ ହତ୍ୟା ଘଟଣା, ସଂଜୟଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ସମେତ ୫ ଅଟକ | ଗତକାଲି ଅଜ୍ଞାତ ସ୍ଥାନରେ ୫ ଜଣଙ୍କୁ ଜେରା କରିଥିଲେ IG ଓ SP, ମୁଖ୍ୟ ଅଭିଯୁକ୍ତ ଶାସନ ଦାମୋଦରପୁରର ଜଗନ୍ନାଥ ଷଡ଼ଙ୍ଗୀ ଅଟକ | ସଂଜୟଙ୍କ ଦାସବର୍ମାଙ୍କ PSO ଗୋପାଳପୁରର ସର୍ବେଶ୍ବର ଜେନା ଅଟକ, ବାସୁଦେବପୁରର ସୂର୍ଯ୍ୟ ମିଶ୍ର ଓ ବ୍ରାହ୍ମଣିଆର ଉମାକାନ୍ତ ପାଇକରାୟ ବି ଅଟକ |

Leave a Reply

Your email address will not be published. Required fields are marked *