Fast News ଗିରଫ ହେଲା ରୋଡ୍ ରୋମିଓ February 19, 2025February 19, 2025 Sai Sudha 0 Comments ଗିରଫ ହେଲା ରୋଡ୍ ରୋମିଓ | ମଞ୍ଚେଶ୍ବରରେ ଯୁବତୀଙ୍କୁ ଅସଦାଚରଣ ଘଟଣା | ରୋଡ୍ ରୋମିଓକୁ ବାନ୍ଧିଲା କମିଶନରେଟ ପୋଲିସ | ଅଭିଯୁକ୍ତ ଅଭିଜିତ ପ୍ରଧାନ ଗିରଫ, ଘର ଚକେଇସିଆଣିରେ | ୧୪ ସକାଳୁ ରାସ୍ତାରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା | ସିସିଟିଭିରେ କଏଦ ହୋଇଥିଲା ଅସଦାଚରଣର ଦୃଶ୍ୟ |