ଢେଙ୍କାନାଳ ଜୁବିଲି ଟାଉନ କଲୋନୀ ସାହିରେ ଅଶ୍ଳୀଳ ଭିଡିଓ ବିକ୍ରି ଅଭିଯୋଗରେ ସୁରେନ୍ଦ୍ର ନାୟକ ଘରେ ଚଢ଼ାଉ ବେଳେ ସିବିଆଇ ଟିମ୍‌କୁ ସ୍ଥାନୀୟ ଲୋକଙ୍କ ମାଡ଼ ଅଭିଯୋଗ । ସିବିଆଇର ୪ ଅଧିକାରୀଙ୍କୁ ଉଦ୍ଧାର କଲା ଢେଙ୍କାନାଳ ଟାଉନ ଥାନା ପୋଲିସ । ସୁରେନ୍ଦ୍ର ଏକ ଅଶ୍ଳୀଳ ଭିଡିଓ ୱେବ୍‌ସାଇଟ୍‌ର ଏଜେଣ୍ଟ ଥିବା ଅଭିଯୋଗ

Leave a Reply

Your email address will not be published. Required fields are marked *