ରାଉରକେଲା, CBI ଜାଲରେ କେନ୍ଦ୍ରୀୟ ଜିଏସ୍‌ଟି ଅଧିକାରୀ ଅମରକାନ୍ତ କୁମାର

ରାଉରକେଲା, CBI ଜାଲରେ କେନ୍ଦ୍ରୀୟ ଜିଏସ୍‌ଟି ଅଧିକାରୀ ଅମରକାନ୍ତ କୁମାର; ଲାଞ୍ଚ ନେଇ ଧରାପଡିଲେ ସିଜିଏସ୍‌ଟି ଅଧିକାରୀ ଅମରକାନ୍ତ କୁମାର, କଣ୍ଟ୍ରାକ୍ଟର ଠାରୁ ୨୦ ହଜାର ଲାଞ୍ଚ ନେବା ବେଳେ ଧରିଲା CBI, ସିଭିଲଟାଉନସିପ୍‌ ସ୍ଥିତ ଅଫିସ୍‌ରେ ଲାଞ୍ଚ ନେବା ବେଳେ ଧରାପଡିଲେ |

Leave a Reply

Your email address will not be published. Required fields are marked *