ପ୍ରଥମ ଥର ଗଞ୍ଜାମ ଜିଲ୍ଲା ସୋରଡ଼ାରୁ ଆସିଲା ୩୨ଖଣ୍ଡ ରଥକାଠ । ଏଯାଏ ୫୩୬ ଖଣ୍ଡ କାଠ ଆସି ରଥଖଳାରେ ପହଞ୍ଚିଲାଣି । ପୂର୍ବରୁ ୮୦ ଖଣ୍ଡ କାଠ ବଳକା ରହିଛି, ତିନି ରଥ ନିର୍ମାଣ ପାଇଁ ଆବଶ୍ୟକ ୮୬୫ ଖଣ୍ଡ କାଠ । ଆଉ ୨୧୭ ଖଣ୍ଡ କାଠ ଆସିବ । ବୌଦ୍ଧ ଓ ଗଂଜାମ ଘୁମୁସର ବନଖଣ୍ଡରୁ ଆସିଛି କାଠ ।

Leave a Reply

Your email address will not be published. Required fields are marked *