ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ ପାଇଁ ୧୪୪ ଧାରା ଜାରି

ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ ପାଇଁ ଜାରି ହେବ କଟକଣା

ଆସନ୍ତା ୧୨ ଓ ୧୫ରେ ମନ୍ଦିର ପରିସରରେ ଜାରି ହେବ ୧୪୪ ଧାରା

୧୨ରେ ଅଅଁଳା ନବମୀ ଓ ୧୫ରେ ବଡ଼ ଏକାଦଶୀ ଦିନ ରହିବ କଟକଣା

ଉପ-ଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି

Leave a Reply

Your email address will not be published. Required fields are marked *