ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ଜାପାନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଟୋକିଓରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ | ସ୍ବାଗତ କଲେ ଜାପାନରେ ଥିବା ଭାରତର ରାଷ୍ଟ୍ରଦୂତ ସିବି ଜର୍ଜ | ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ନିବେଶକଙ୍କ ସହ କରିବେ ବୈଠକ, ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଗସ୍ତର କାର୍ଯ୍ୟସୂଚୀ ଚୂଡ଼ାନ୍ତ ସୂଚନା |

Leave a Reply

Your email address will not be published. Required fields are marked *