- ଏଣିକି ପ୍ରାକୃତିକ ସଂପଦ ଓ ଲୋକାଲ୍ ବଡିର ଅଡିଟ୍ କରିବ ସିଏଜି, ଭୁନେଶ୍ୱରରେ ସୂଚନା ଦେଲେ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, କହିଲେ-ଖଣିରେ କେତେ ମୂଲ୍ୟର ପ୍ରାକୃତିକ ସଂପଦ ରହିଛି ଅଡିଟ୍ କରାଯିବ, ଉତ୍ତୋଳନ ଲାଗି ଖର୍ଚ୍ଚ କେତେ, ଲାଭ ଦେଉଛି ନା ନାହିଁ ଅଡିଟ୍ ହେବ, ଲୋକାଲ୍ ବଡିର ଅଡିଟ୍ କରୁଥିବା ରାଜ୍ୟକୁ ସିଏଜି ସାହାଯ୍ୟ କରିବ
- ମହିଳାଙ୍କୁ ମିଳିବ ମାସିକ ହଜାରେ ଟଙ୍କା ! ପଞ୍ଜାବରେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ନିର୍ବାଚନୀ ଘୋଷଣା, ପଞ୍ଜାବରେ କାର୍ଯ୍ୟକାରୀ ହେବ ସବୁଠୁ ବଡ଼ ମହିଳା ସଶକ୍ତିକରଣ ଯୋଜନା, ଦଳ କ୍ଷମତାକୁ ଆସିଲେ ପ୍ରତି ମହିଳାଙ୍କୁ ମିଳିବ ମାସିକ ହଜାରେ ଟଙ୍କା, ଘୋଷଣାରୁ ଲାଭବାନ ହେବେ ପଞ୍ଜାବର କୋଟିଏରୁ ଅଧିକ ମହିଳା