ଏଣିକି ପ୍ରାକୃତିକ ସଂପଦ ଓ ଲୋକାଲ୍ ବଡିର ଅଡିଟ୍ କରିବ ସିଏଜି, ଭୁନେଶ୍ୱରରେ ସୂଚନା ଦେଲେ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, କହିଲେ-ଖଣିରେ କେତେ ମୂଲ୍ୟର ପ୍ରାକୃତିକ ସଂପଦ ରହିଛି ଅଡିଟ୍ କରାଯିବ, ଉତ୍ତୋଳନ ଲାଗି ଖର୍ଚ୍ଚ କେତେ, ଲାଭ ଦେଉଛି ନା ନାହିଁ ଅଡିଟ୍ ହେବ, ଲୋକାଲ୍ ବଡିର ଅଡିଟ୍ କରୁଥିବା ରାଜ୍ୟକୁ ସିଏଜି ସାହାଯ୍ୟ କରିବ

Leave a Reply

Your email address will not be published. Required fields are marked *