କେନ୍ଦୁଝରଗଡ଼ ଷ୍ଟେସନ ଦେଇ ଦିଲ୍ଲୀକୁ ଗଡ଼ିବ ଏକ୍ସପ୍ରେସ୍‌ ଟ୍ରେନ

କେନ୍ଦୁଝରଗଡ଼ ଷ୍ଟେସନ ଦେଇ ଦିଲ୍ଲୀକୁ ଗଡ଼ିବ ଏକ୍ସପ୍ରେସ୍‌ ଟ୍ରେନ । ଏହି ସୂଚନା ଦେଇଛନ୍ତି ଖୋର୍ଦ୍ଧାରୋଡ ଡିଭିଜନର ଡିଆରଏମ୍‌ ରିଙ୍କେଶ ରଏ । ପୁରୀରୁ କେନ୍ଦୁଝରଗଡ଼ ଷ୍ଟେସନ ଦେଇ ଆସନ୍ତା କିଛି ମାସ ମଧ୍ୟରେ ଜମ୍ମୁତୱିକୁ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରିବ । ଏହି ଟ୍ରେନ୍‌ ଭାୟା ଦିଲ୍ଲୀ ହୋଇ ଯିବ । ଏଥିପାଇଁ ଆବଶ୍ୟକ କାଗଜପତ୍ର କାମ ଚାଲିଥିବା ସେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *