ଚଳିତ ବର୍ଷ ଆଡମିସନ ନେଇଥିବା ପିଲାଙ୍କୁ ମିଳିବ କ୍ଲାସରୁମ ଶିକ୍ଷା, ନଭେମ୍ବର 1ରୁ ଖୋଲିବ +3 ପ୍ରଥମ ବର୍ଷ, ନଭେମ୍ବର 15ରୁ ଆରମ୍ଭ ହେବ PG ପ୍ରଥମ ବର୍ଷ, କୋଭିଡ ଗାଇଡ଼ଲାଇନ ପାଳନ କରି କ୍ଲାସରୁମ ଶିକ୍ଷାଦାନ ଆରମ୍ଭ ପାଇଁ ସବୁ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଲେ ଉଚ୍ଚଶିକ୍ଷା ସଚିବ

Leave a Reply

Your email address will not be published. Required fields are marked *