ନଭେମ୍ବର ୧ରୁ ପୁରୀବାସୀଙ୍କ ପାଇଁ ଖୋଲିବ ପଶ୍ଚିମ ଦ୍ବାର, ଭର୍ଚୁଆଲରେ ବୈଠକରେ ନିଷ୍ପତ୍ତି, ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ପ୍ରବେଶ ଓ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିବେ ପୁରୀବାସୀ, ଅନ୍ୟମାନେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ଯିବେ, SOP ଅନୁସାରେ ହେବ ମହାପ୍ରଭୁଙ୍କ ଦର୍ଶନ

Leave a Reply

Your email address will not be published. Required fields are marked *