ଠକ ଡାକ୍ତର ରମେଶ ସ୍ବାଇଁଙ୍କ ଦ୍ବିତୀୟ ସ୍ତ୍ରୀ କମଳା ତିର୍କୀଙ୍କୁ ଝାଡ଼ଖଣ୍ଡରୁ ଗିରଫ କଲା କମିଶନରେଟ୍‌ ପୋଲିସ | ଠକେଇ ମାମଲାର ମାଷ୍ଟର ମାଇଣ୍ଡ ଥିଲେ କମଳା । ପାରାଦୀପରେ ଡାକ୍ତରାଣୀ ଥିଲେ କମଳା । ୫ମ ଥର ପାଇଁ ରମେଶଙ୍କୁ ଜେରା ବେଳେ କମଳା ବିରୋଧରେ ମିଳିଥିଲା ପ୍ରମାଣ |

Leave a Reply

Your email address will not be published. Required fields are marked *