ଫେବ୍ରୁଆରି ୧ରୁ ଭକ୍ତଙ୍କ ପାଇଁ ଖୋଲିବ ପୁରୀ ଶ୍ରୀମନ୍ଦିର | ସ୍ବର୍ଗଦ୍ବାରରେ ସବୁ ଜିଲ୍ଲାର ଲୋକମାନଙ୍କ ଅନ୍ତିମକ୍ରିୟା କରିହେବ । କୋଭିଡ୍‌ରେ ମୃତ୍ୟୁ ହୋଇ ନ ଥିଲେ କରିହେବ ଶେଷକୃତ୍ୟ ।

ଫେବ୍ରୁଆରି ୧ରୁ ଭକ୍ତଙ୍କ ପାଇଁ ଖୋଲିବ ପୁରୀ ଶ୍ରୀମନ୍ଦିର, କୋଭିଡ୍‌ କଟକଣା ମଧ୍ୟରେ ଖୋଲିବ ଶ୍ରୀମନ୍ଦିର । ଛତିଶା ନିଯୋଗ ବୈଠକ ପରେ ପୁରୀ ଜିଲ୍ଲାପାଳଙ୍କ ସୂଚନା, ପୂର୍ବ ପରି କେବଳ ରବିବାର ଦିନ ବନ୍ଦ ରହିବ ଶ୍ରୀମନ୍ଦିର। ପଶ୍ଚିମ ଦ୍ବାର ଦେଇ ପ୍ରବେଶ କରିପାରିବେ ପୁରୀ ସହରବାସୀ ।

ଫେବ୍ରୁଆରି ୧ରୁ ଭକ୍ତଙ୍କ ପାଇଁ ଖୋଲିବ ପୁରୀ ଶ୍ରୀମନ୍ଦିର, ଅନ୍ୟମାନେ ପୂର୍ବ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ସ୍ବର୍ଗଦ୍ବାରରେ ସବୁ ଜିଲ୍ଲାର ଲୋକମାନଙ୍କ ଅନ୍ତିମକ୍ରିୟା କରିହେବ । କୋଭିଡ୍‌ରେ ମୃତ୍ୟୁ ହୋଇ ନ ଥିଲେ କରିହେବ ଶେଷକୃତ୍ୟ ।

Leave a Reply

Your email address will not be published. Required fields are marked *