ରାଜଧାନୀବାସୀଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲା କମିସନରେଟ ପୋଲିସ

ରାଜଧାନୀବାସୀଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲା କମିସନରେଟ ପୋଲିସ |

ସାଇବର ଅପରାଧ ପାଇଁ ହେଲ୍ପ ଲାଇନ ନମ୍ବର-୭୪୪୦୦୦୬୭୦୯

ମୋବାଇଲ ଫୋନ ହଜିଗଲେ ୭୦୭୭୭୯୮୧୧୧କୁ ଜଣାଇବାକୁ ଅନୁରୋଧ

ହ୍ବାଟ୍ସଆପ ଜରିଆରେ ମୋବାଇଲର IMEI ନମ୍ବର ଦେବାକୁ ଅନୁରୋଧ

ଦାଦା ବଟି ବିରୋଧରେ ହ୍ବାଟ୍ସଆପ ନଂ-୯୯୩୮୯୧୦୦୦୦ ଜଣାଇପାରିବେ

ଡ୍ରଗ୍ସ ଏବଂ ଷ୍ଟ୍ରିଟ୍‌ କ୍ରଇମ ପାଇଁ ହ୍ବାଟ୍ସଆପ ନଂ-୭୦୭୭୭୯୮୧୧୧

Leave a Reply

Your email address will not be published. Required fields are marked *