ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାଙ୍କୁ ମିଳିଲା ପୁରସ୍କାର | ଗାଙ୍ଗପୁର IIC ଧୀରେଶ ଦାସଙ୍କୁ ଟ୍ରଫି ପ୍ରଦାନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସାରା ଦେଶରେ ୩ଟି ଶ୍ରେଷ୍ଠ ଥାନା ଭିତରେ ରହିଛି ଗାଙ୍ଗପୁର ଥାନା ।

Leave a Reply

Your email address will not be published. Required fields are marked *