ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରି ଅଭିଯୋଗ । ଗତକାଲି ଷଣ୍ଢା ଗାଁର ସନ୍ତୋଷିନୀ ଜାଲ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଆଜି ସକାଳୁ ଛୁଆକୁ କେହି ଚୋରି କରିନେଇଥିବା ଅଭିଯୋଗ କଲେ ପରିବାର ଲୋକେ

Leave a Reply

Your email address will not be published. Required fields are marked *