ରାଜ୍ୟରେ ଦିନକରେ ଆଉ ୨୩୯ କୋରୋନା ଆକ୍ରାନ୍ତ ଚିହ୍ନଟ, ୨ ମୃତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୩ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଦିନକରେ ଆଉ ୨୩୯ କୋରୋନା ଆକ୍ରାନ୍ତ ଚିହ୍ନଟ, ୨ ମୃତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୩ କୋରୋନା ଆକ୍ରାନ୍ତ ଚିହ୍ନଟ

କଟକରୁ ୨୪ ମୟୂରଭଞ୍ଜ ୧୩ ସୁନ୍ଦରଗଡ଼ ୯ ବାଲେଶ୍ବର ୭

ଯାଜପୁର ୭ ସମ୍ବଲପୁର ୬ ଗଞ୍ଜାମ ୪ କେନ୍ଦ୍ରାପଡ଼ା ୪ ପୁରୀ ୩ ଭଦ୍ରକ ୨ ବରଗଡ଼ ୧ ବଲାଙ୍ଗିର ୧ ଦେବଗଡ଼ ୧ ଢେଙ୍କାନାଳ ୧ ଜଗତସିଂହପୁର ୧ କନ୍ଧମାଳ, କୋରାପୁଟ ଏବଂ ନୟାଗଡ଼ରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ

Leave a Reply

Your email address will not be published. Required fields are marked *