ଦେଶରେ ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି ଏହି ନୂଆ ଭାରିଆଣ୍ଟ। ଓଡ଼ିଶାରେ ଜଣେ ହେଲେ ଆକ୍ରାନ୍ତ ଏଯାବତ ଚିହ୍ନଟ ହୋଇନଥିଲେ ବି ପଡୋଶୀ ଆନ୍ଧ୍ର ଓ ପଶ୍ଚିମ ବଙ୍ଗରେ ଓମିକ୍ରନ୍ ବାହାରିବା ପରେ ଚିନ୍ତା ବଢ଼ିଛି।

Leave a Reply

Your email address will not be published. Required fields are marked *