ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କୋରୋନା

ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୮୨୭୯କୁ ବୃଦ୍ଧି । ନବରଙ୍ଗପୁରରୁ ୩ ଓ ଖୋର୍ଦ୍ଧାରୁ ୨ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ରାଜ୍ୟରେ ଦିନକରେ ଆଉ ୪୬୭ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୨୭୧ ଓ ସ୍ଥାନୀୟ ଅଞ୍ଚଳରୁ ୧୯୬ ରୋଗୀ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୬୬ ଜଣ । ରାଜ୍ୟରେ ୫ ହଜାର ୨୯୯ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ । ଖୋର୍ଦ୍ଧାରେ ସର୍ବାଧିକ ୨୨୧ ଓ କଟକରେ ୬୭ ଆକ୍ରାନ୍ତ ଚିହ୍ନଟ
ଅନୁଗୁଳ-୫, ବାଲେଶ୍ବର-୫, ବରଗଡ଼-୫, ଭଦ୍ରକ-୩, ବଲାଙ୍ଗିର-୧ । ଦେବଗଡ଼-୧, ଢେଙ୍କାନାଳ-୬, ଗଞ୍ଜାମ-୧୦, ଜଗତସିଂହପୁର-୭ । ଯାଜପୁର-୯, ଝାରସୁଗୁଡ଼ା-୧, କଳାହାଣ୍ଡି-୧, କନ୍ଧମାଳ-୧, କେନ୍ଦ୍ରାପଡ଼ା-୧୭ ।

Leave a Reply

Your email address will not be published. Required fields are marked *