- ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୨୬୪ ଜୀବନ | ଦେଶରେ ଦିନକରେ ୭ ହଜାର ୮୧ କୋରୋନା ଆକ୍ରାନ୍ତ ଚିହ୍ନଟ , ୮୩ ହଜାର ୯୧୩ କୋରୋନା ରୋଗୀ ଏବେ ବି ଚିକିତ୍ସାଧୀନ | କାଲି ସୁଦ୍ଧା ୧୩୭ କୋଟି ୪୬ ଲକ୍ଷ ୧୩ ହଜାର ୨୫୨ ଡୋଜ ଟିକା ଦିଆଯାଇଛି |
- ସୁନ୍ଦରଗଡ଼ ହେମଗିରି ଥାନା କଳାମେଘାରେ ଅଭାବନୀୟ ଘଟଣା, RR କଲୋନୀରେ ଶିଳପୁଆରେ ପିଟିପିଟି ଝିଅକୁ ହତ୍ୟା କଲା ମାଆ | ଝିଅକୁ ହତ୍ୟା ପରେ ବିଷ ପିଇ ମାଆର ଆତ୍ମହତ୍ୟା ଉଦ୍ୟମ, ମାଆ ଗୁରୁତର ଅବସ୍ଥାରେ ହେମଗିରି ଡାକ୍ତରଖାନାରେ ଭର୍ତ୍ତି ।