ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା ମହାମାରୀ କୋରୋନା, ଖୋର୍ଦ୍ଧା ଓ ବାଲେଶ୍ବର ଜିଲ୍ଲାରେ ଜଣେ ଲେଖାଏଁ ରୋଗୀ ମୃତ | ରାଜ୍ୟରେ ଦିନକରେ ଆଉ ୧୯୩ ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୧୧୨ ଓ ସ୍ଥାନୀୟ ଅଞ୍ଚଳରୁ ୮୧ ପଜିଟିଭ, ଖୋର୍ଦ୍ଧାରୁ ୧୦୭ ୧ ହଜାର ୮୯୪ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ |

Leave a Reply

Your email address will not be published. Required fields are marked *