ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୨୬୪ ଜୀବନ | ଦେଶରେ ଦିନକରେ ୭ ହଜାର ୮୧ କୋରୋନା ଆକ୍ରାନ୍ତ ଚିହ୍ନଟ , ୮୩ ହଜାର ୯୧୩ କୋରୋନା ରୋଗୀ ଏବେ ବି ଚିକିତ୍ସାଧୀନ | କାଲି ସୁଦ୍ଧା ୧୩୭ କୋଟି ୪୬ ଲକ୍ଷ ୧୩ ହଜାର ୨୫୨ ଡୋଜ ଟିକା ଦିଆଯାଇଛି |

Leave a Reply

Your email address will not be published. Required fields are marked *