

- ସଞ୍ଜୟ ଦାସବର୍ମାଙ୍କ ପିଏ ଚିତ୍ତରଞ୍ଜନଙ୍କ ମୃତ୍ୟୁ ମାମଲା । ଆସିଲା ଚିତ୍ତରଞ୍ଜନ ପଲେଇଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ । ଦୁର୍ଘଟଣା ପରେ ପାଣିରେ ବୁଡ଼ି ଚିତ୍ତରଞ୍ଜନଙ୍କ ମୃତ୍ୟୁ ହୋଇଥିବା ସୂଚନା |
- କେନ୍ଦୁଝର ଆନନ୍ଦପୁର RI ସୀମା ସିମନ୍ତିନୀ ସାହୁଙ୍କୁ ଅଫିସ ଭିତରେ ପଶି ଆକ୍ରମଣ କଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ RI ସୀମା ସିମନ୍ତିନୀ ସାହୁ ମେଡିକାଲରେ ଭର୍ତ୍ତି । ବାଙ୍ଖିଡ଼ି ଗାଁର ଗୋବିନ୍ଦ ଜେନାଙ୍କୁ ଅଟକ ରଖିଲା ପୋଲିସ |