ଦେବଗଡ଼ ଶୁଭ୍ରଜ୍ୟୋତି ଆବାସିକ ବିଦ୍ୟାଳୟର ପୁଣି ୯ ଛାତ୍ର ପଜିଟିଭ ଚିହ୍ନଟ, ସେମାନଙ୍କ ଭିତରେ କାହାର କୌଣସି ଲକ୍ଷଣ ନଥିବା ସୂଚନା । ବିଦ୍ୟାଳୟର ୨୨୧ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା, ପଜିଟିଭ ଚିହ୍ନଟ ଛାତ୍ରଙ୍କୁ ବିଦ୍ୟାଳୟର ଏକ ସ୍ବତନ୍ତ୍ର କୋଠରୀରେ ରଖାଯାଇଛି ।

Leave a Reply

Your email address will not be published. Required fields are marked *