ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଓ ଭାଇ ଲକ୍ଷ୍ମଣ ଜେନାଙ୍କୁ ଗିରଫ କଲା ଭିଜିଲାନ୍ସ,

ରାମଚନ୍ଦ୍ର ଓ ଲକ୍ଷ୍ମଣ ଗିରଫ | ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଓ ଭାଇ ଲକ୍ଷ୍ମଣ ଜେନାଙ୍କୁ ଗିରଫ କଲା ଭିଜିଲାନ୍ସ, | ଭାଇ ସାହାଯ୍ୟରେ ୪.୫ ଲକ୍ଷ ଟଙ୍କା ଲାଞ୍ଚ ଆଣୁଥିବା ବେଳେ ଧରିଥିଲା ଭିଜିଲାନ୍ସ ।ମୋ ବସ୍‌ ଡ୍ରାଇଭର ଭାବେ କାମ କରୁଥିଲେ ଲକ୍ଷ୍ମଣ ଭାଇକୁ ମଧ୍ୟସ୍ତି ଭାବେ ବ୍ୟବହାର କରୁଥିଲେ ତହସିଲଦାର

Leave a Reply

Your email address will not be published. Required fields are marked *