

- କୋରାପୁଟ ଜୟପୁରରେ ଓଲଟିଲା ବସ୍ ୫ ଆହତ । ବିଶାଖାପଟଣାରୁ ଉମରକୋଟ ଯାଉଥିଲା ସରକାରୀ ବସ୍, କୁହୁଡ଼ି ଯୋଗୁଁ ଆଜି ଭୋରୁ ଭୋରୁ ଉମୁରୁ ନିକଟରେ ଓଲଟିଲା ବସ୍ । ଆହତମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଲାରେ ଭର୍ତ୍ତି । ଅନ୍ୟ ଯାତ୍ରୀଙ୍କୁ ଆଉ ଏକ ବସ୍ ଯୋଗେ ଉମରକୋଟ ପଠାଇଯାଇଥିବା ସୂଚନା ।
- BCCI ସଭାପତି ସୌରଭ ଗାଙ୍ଗୁଲି କୋରୋନାରେ ଆକ୍ରାନ୍ତ, କୋଭିଡ ରିପୋର୍ଟ ଆସିବା ପରେ ଗାଙ୍ଗୁଲିକୁ କୋରୋନା ନେଇ ସ୍ପଷ୍ଟ କରାଗଲା ।