ରାଜ୍ୟରେ ଦିନକରେ ଆଉ ୪୨୪ କୋରୋନା ଆକ୍ରାନ୍ତ ଚିହ୍ନଟ | ସଂଗରୋଧରୁ ୨୪୬ ଓ ସ୍ଥାନୀୟ ଅଞ୍ଚଳରୁ ୧୭୮ ଚିହ୍ନଟ ,୨ ହଜାର ୩୫୫ ଜଣ ରୋଗୀ ଏବେ ବି ଚିକିତ୍ସାଧୀନ । ଖୋର୍ଦ୍ଧାରେ ସର୍ବାଧିକ ୧୫୧, କଟକରେ ୬୬, ବାଲେଶ୍ବରରେ ୨୯, ସୁନ୍ଦରଗଡ଼ ୨୭, ସମ୍ବଲପୁର ୨୨, ଝାରସୁଗୁଡ଼ା ୧୪ ଓ ପୁରୀରେ ୧୨ ପଜିଟିଭ ।

Leave a Reply

Your email address will not be published. Required fields are marked *