ମୟୂରଭଞ୍ଜ ବହଳଦା ଜଗନ୍ନାଥପୁର ଗାଁର ବୃଦ୍ଧକୁ ହତ୍ୟା ଘଟଣା, ୩ ସୁପାରି କିଲର୍‌ ଗିରଫ

ମୟୂରଭଞ୍ଜ ବହଳଦା ଜଗନ୍ନାଥପୁର ଗାଁର ବୃଦ୍ଧକୁ ହତ୍ୟା ଘଟଣା, ୩ ସୁପାରି କିଲର୍‌ ଗିରଫ
ଗିରଫ ଅଭିଯୁକ୍ତ ପ୍ରେମଚାନ୍ଦ ବିରୁଆ, ଜିତେନ୍ ବେସରା, ଲାଲସିଂ ବୈପାଇ; ସେମାନଙ୍କ ନିକଟରୁ, ବନ୍ଧୁକ ସହ ୨ ରାଉଣ୍ଡ ଗୁଳି, ଗୋଟିଏ ଭୁଜାଲି ଜବତ । ଗତ ୨୬ ରାତିରେ ୩ ଦୁବୃର୍ତ୍ତ ଘରେ ପଶି ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ସୋରେନ ମାନସିଂଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଥିଲେ | ଗୁଣିଗାରିଡ଼ି ଘଟଣାକୁ ନେଇ ସୁପାରି କିଲର ସାହାଯ୍ୟରେ ହତ୍ୟା କରାଯାଇଥିବା ସୂଚନା | ସୁପାରି କିଲରଙ୍କ ସହ ଜ୍ବାଇଁ ୨ ଲକ୍ଷ ଟଙ୍କାର ଡିଲ୍ କରିଥିବା ଅଭିଯୋଗ, ଟଙ୍କା ଦେବାବେଳେ ଗିରଫ କଲା ପୋଲିସ

Leave a Reply

Your email address will not be published. Required fields are marked *