ରାଜ୍ୟରେ ଦିନକରେ ଆଉ ୮,୮୪୫ କୋରୋନା ଆକ୍ରାନ୍ତ ଚିହ୍ନଟ ; ୭ ମୃତ

ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୨୮ ଆକ୍ରାନ୍ତ ଚିହ୍ନଟ | ସୁନ୍ଦରଗଡ଼ ୧୦୦୧, କଟକ ୬୨୮, ବାଲେଶ୍ବର ୨୩୯, ବଲାଙ୍ଗିର ୨୩୨, ରାୟଗଡ଼ା ୨୨୧, ଯାଜପୁର ୨୦୯, ସୁବର୍ଣ୍ଣପୁର ୨୦୭, ନୂଆପଡ଼ା ୨୦୫, ସୁନ୍ଦରଗଡ଼ରୁ ୧୦୦୧ ଆକ୍ରାନ୍ତ ଚିହ୍ନଟ |

Leave a Reply

Your email address will not be published. Required fields are marked *