ରାଜ୍ୟରେ ଦିନକରେ ଆଉ ୪୨୮ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ସଙ୍ଗରୋଧରୁ ୨୪୯, ଲୋକାଲ କେସ୍ ୧୭୯ , ୪୨୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୩୬ ଜଣ । ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୩ହଜାର ୨୯୭କୁ ବୃଦ୍ଧି। ୪ ହଜାର ୯୫୫ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ |

Leave a Reply

Your email address will not be published. Required fields are marked *