ରାଜ୍ୟରେ ଦିନକରେ ଆଉ ୫,୮୯୧ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୦୦ ଆକ୍ରାନ୍ତ ଚିହ୍ନଟ |ସୁନ୍ଦରଗଡ଼ ୫୦୧, କଟକ ୪୮୨, ବାଲେଶ୍ବର ୨୩୪, ଯାଜପୁର ୨୧୯, କଳାହାଣ୍ଡି ୧୮୮, ବଲାଙ୍ଗିର ୧୩୮, ନୟାଗଡ଼ ୨୦୫, ନୂଆପଡ଼ା ୫୬, ନବରଙ୍ଗପୁର ୯୫, ରାୟଗଡ଼ାରୁ ୧୨୫ କୋଭିଡ ଆକ୍ରାନ୍ତ ଚିହ୍ନଟ |

Leave a Reply

Your email address will not be published. Required fields are marked *