ରାଜ୍ୟରେ ଦିନକରେ ଆଉ ୫ ହଜାର ୫୭ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୧୧, କଟକରେ ୪୯୫, ସୁନ୍ଦରଗଡ଼ରେ ୪୨୯ ପଜିଟିଭ୍‌ | ସଂଗରୋଧରୁ ୨୯୩୨ ଓ ସ୍ଥାନୀୟ ଅଞ୍ଚଳରୁ ୨୧୨୫ ରୋଗୀ ଚିହ୍ନଟ |
ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୬୬୭ ଜଣ | ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୩୬ ହଜାର ୨୨୬କୁ ବୃଦ୍ଧି | ୬୪ ହଜାର ୨୧୭ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ |

Leave a Reply

Your email address will not be published. Required fields are marked *