ଅନୁସୂଚୀତ ଜାତି ଓ ଜନଜାତିର କର୍ମଚାରୀଙ୍କୁ ପଦୋନ୍ନତିରେ ସଂରକ୍ଷଣ ଦେବା ମାମଲାରେ ଆଜି ସୁପ୍ରିମ୍‌ କୋର୍ଟରେ ରାୟ ପ୍ରକାଶ | ସରକାରୀ ଚାକିରିରେ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ନେଇ ହୋଇଛି ମାମଲା ।

ଅନୁସୂଚୀତ ଜାତି ଓ ଜନଜାତିର କର୍ମଚାରୀଙ୍କୁ ପଦୋନ୍ନତିରେ ସଂରକ୍ଷଣ ଦେବା ମାମଲାରେ ଆଜି ସୁପ୍ରିମ୍‌ କୋର୍ଟରେ ରାୟ ପ୍ରକାଶ ପାଇବା ସମ୍ଭାବନା । ସରକାରୀ ଚାକିରିରେ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ନେଇ ହୋଇଛି ମାମଲା ।

Leave a Reply

Your email address will not be published. Required fields are marked *