ରାଜ୍ୟରେ ଆଉ ୧୪୮୦ ନୂଆ କୋରୋନା ପଜିଟିଭ୍‌ ଚିହ୍ନଟ

ରାଜ୍ୟରେ ସଂଗରୋଧରୁ ୮୬୨ ଏବଂ ସ୍ଥାନୀୟ ଅଞ୍ଚଳରୁ ୬୧୮ କୋରୋନା ରୋଗୀ ଚିହ୍ନଟ । ୧୪୯୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୩୩୪ ଜଣ ।

Leave a Reply

Your email address will not be published. Required fields are marked *