ରାଜ୍ୟରେ ଆଉ ୧୪୫ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କ୍ୱାରେଣ୍ଟିନରୁ ୮୪ ଓ ଲୋକାଲ କଣ୍ଟା କେସ୍ ୬୧ ଚିହ୍ନଟ, ୧୮ ବର୍ଷରୁ କମ୍ ବର୍ଗର ୩୭ ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୫ ହଜାର ୭୬୦କୁ ବୃଦ୍ଧି |

Leave a Reply

Your email address will not be published. Required fields are marked *