ଶ୍ରମିକଙ୍କୁ କାର୍ଯ୍ୟାଳୟ ଦୂର ହେଉଥିବାରୁ ରାଜ୍ୟରେ ଖୋଲିବ ୨୦୦ ଅତିରିକ୍ତ ଶ୍ରମ କାର୍ଯ୍ୟାଳୟ

ରାଜ୍ୟରେ ଖୋଲିବ ୨୦୦ ଅତିରିକ୍ତ ଶ୍ରମ କାର୍ଯ୍ୟାଳୟ | ଏହି କାର୍ଯ୍ୟାଳୟ ବ୍ଲକ ସ୍ତରରେ କାର୍ଯ୍ୟକାରୀ ହେବ, ଏଥିପାଇଁ OPSCକୁ ନିଯୁକ୍ତି ଦେବାକୁ ନିବେଦନ | ପୂର୍ବରୁ ୩୨ ଶ୍ରମ କାର୍ଯ୍ୟାଳୟ ଜିଲ୍ଲା ମୁଖ୍ୟାଳୟରେ ଅଛି | ଶ୍ରମିକଙ୍କୁ କାର୍ଯ୍ୟାଳୟ ଦୂର ହେଉଥିବାରୁ ନିଷ୍ପତ୍ତି | ଆନ୍ତର୍ଜାତିକ ଶ୍ରମ ଦିବସରେ ଶ୍ରମମନ୍ତ୍ରୀଙ୍କ ସୂଚନା |

Leave a Reply

Your email address will not be published. Required fields are marked *