ରାଜ୍ୟରେ ଦିନକରେ ଆଉ ୩୧୬ କୋରୋନା ଆକ୍ରାନ୍ତ ଚିହ୍ନଟ, ୩ ମୃତ

ରାଜ୍ୟରେ ଦିନକରେ ଆଉ ୩୧୬ କୋରୋନା ଆକ୍ରାନ୍ତ ଚିହ୍ନଟ, ୩ ମୃତ ସଂଗରୋଧରୁ ୧୮୬ ଓ ସ୍ଥାନୀୟ ଅଞ୍ଚଳରୁ ୧୩୦ ରୋଗୀ ଚିହ୍ନଟ, ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୧ ଜଣ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୧ ହଜାର ୭୭୩କୁ ବୃଦ୍ଧି, ୪ ହଜାର ୨୩୭ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ ।

Leave a Reply

Your email address will not be published. Required fields are marked *