କ୍ରାଇମବ୍ରାଞ୍ଚ EOW କବଜାରେ ନକଲି RAW ଅଫିସର ରାଜେଶ ଗେହଲଟ | ଦିଲ୍ଲୀର ଜଣେ ବ୍ୟବସାୟୀଙ୍କୁ ୧ କୋଟି ୧୭ ଲକ୍ଷ ଟଙ୍କା ଠକିଥିଲା ରାଜେଶ, ଗିରଫ ପରେ ବେଲ୍‌ ପାଇଥିଲା ରାଜେଶ ଗେହେଲଟ | ୫ ଦିନ ମଧ୍ୟରେ ଭୁବନେଶ୍ବର SDJM କୋର୍ଟରେ ହାଜର ହେବାକୁ ନିର୍ଦେଶ |ହାଜର ହେବାକୁ ରାଜେଶ ଗେହଲଟକୁ ଦ୍ଵାରିକା କୋର୍ଟଙ୍କ ନିର୍ଦେଶ ପୂର୍ବରୁ ଏହି ଘଟଣାରେ ୨ ଜଣ ଗିରଫ ହୋଇଥିଲେ | ମାଷ୍ଟର ମାଇଣ୍ଡ ରାଜେଶ ଗେହେଲଟ ଫେରାର ଥିଲା, ପୂର୍ବରୁ ଗିରଫ ହୋଇଥିବା ୨ ଅଭିଯୁକ୍ତ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର, ଜାଲ କାଗଜପତ୍ର ଜରିଆରେ ୮୦ କୋଟି ଟଙ୍କାର ୱର୍କ ଅର୍ଡର ଦେବାକୁ କହି ଟଙ୍କା ନେଇଥିଲା |

Leave a Reply

Your email address will not be published. Required fields are marked *