

- ଆଜି କଟକ ମହାନଗର ନିଗମର ଶପଥ ଗ୍ରହଣ ଉତ୍ସବ ; CMC ମେୟର ଭାବେ ଶପଥ ଗ୍ରହଣ କଲେ ସୁବାସ ସିଂ | ସୁବାସଙ୍କ ସହ ସମସ୍ତ ୫୯ଜଣ କର୍ପୋରେଟର ନେଲେ ଶପଥ । ଶପଥ ପାଠ କରାଇଲେ ମ୍ୟୁନିସିପାଲ ଆଡମିନିଷ୍ଟ୍ରେସନ ନିର୍ଦ୍ଦେଶକ, ସଂଗ୍ରାମଜିତ୍ ନାୟକ ।
- ରୁଷିଆକୁ ମାନବିକ ଅଧିକାର ପରିଷଦରୁ ହଟାଇବା ନେଇ UNରେ ହେବ ଭୋଟିଂ | ଆଜି ସଂଧ୍ୟା ସାଢେ ୭ଟାରେ ଭୋଟିଂ । ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସହମତି ଆବଶ୍ୟକ । ରୁଷିଆ ବିରୋଧରେ ଭୋଟ ଦେଲେ ଦ୍ବିପାକ୍ଷିକ ସଂପର୍କ ଖରାପ ହେବ ବୋଲି ରଷିଆର ଧମକ । ୟୁକ୍ରେନ ସହ ଯୁଦ୍ଧ ଯୋଗୁଁ ରୁଷିଆରେ ୪୫% ଦରଦାମ ବୃଦ୍ଧି |