ରୁଷିଆକୁ ମାନବିକ ଅଧିକାର ପରିଷଦରୁ ହଟାଇବା ନେଇ UNରେ ହେବ ଭୋଟିଂ | ଆଜି ସଂଧ୍ୟା ସାଢେ ୭ଟାରେ ଭୋଟିଂ । ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସହମତି ଆବଶ୍ୟକ । ରୁଷିଆ ବିରୋଧରେ ଭୋଟ ଦେଲେ ଦ୍ବିପାକ୍ଷିକ ସଂପର୍କ ଖରାପ ହେବ ବୋଲି ରଷିଆର ଧମକ । ୟୁକ୍ରେନ ସହ ଯୁଦ୍ଧ ଯୋଗୁଁ ରୁଷିଆରେ ୪୫% ଦରଦାମ ବୃଦ୍ଧି |

Leave a Reply

Your email address will not be published. Required fields are marked *