ଦଶରଥପୁର ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଅଭିଯୋଗ । ମଙ୍ଗଳପୁର ଥାନାରେ ତହସିଲଦାର ଅବିନାଶ ବିଶ୍ବଜିତ ସେଠୀଙ୍କ ଏତଲା । ବୈତରଣୀ ବାଲିଘାଟରୁ ବାଲିଉଠାଣକୁ ବିରୋଧ ବେଳେ କଶପା ପଲାସାହି ନିକଟରେ ହତ୍ୟା ଉଦ୍ୟମ ଅଭିଯୋଗ । ତହସିଲଦାର ଅବିନାଶଙ୍କ ଏତଲା କ୍ରମେ ପୋଲିସର ତଦନ୍ତ ଜାରି |

Leave a Reply

Your email address will not be published. Required fields are marked *