ରାଜଧାନୀରେ ମହିଳାଙ୍କ ସନ୍ଧେହ ଜନଙ୍କ ମୃତ୍ୟୁ, ମୃତ ମହିଳା ହେଲେ ସୁମିତ୍ରା କାଟିଆ । ସୁମିତ୍ରା ସ୍ୱାମୀଙ୍କ ସହ ୟୁନିଟ-୫ ରେ ରୁହଥିଲେ । ମୃତଦେହକୁ ଜବତ କରିଛି କ୍ୟାପିଟାଲ ଥାନା ପୋଲିସ । ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ସୁମିତ୍ରାଙ୍କ ପରିବାର ।

Leave a Reply

Your email address will not be published. Required fields are marked *