ପଳାଶୁଣିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ପଛ ପଟୁ ପିଟିଲା ଟ୍ରକ, ଡ୍ରାଇଭର ମୃତ । ଭୁବନେଶ୍ବରରୁ କଟକ ଆଡକୁ ଯାଉଥିଲା କାର ଓ ଟ୍ରକ । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା, ଟ୍ରକ ଡ୍ରାଇଭର ଫେରାର । ଘଟଣାସ୍ଥଳରେ ମଞ୍ଚେଶ୍ବର ଥାନା ପୋଲିସର ତଦନ୍ତ ଜାରି ।

Leave a Reply

Your email address will not be published. Required fields are marked *