

- ବିହାରର ପାଟନାରେ ପୋଲିସ ଭ୍ୟାନକୁ ପଛରୁ ଧକ୍କା ଦେଲା ଟ୍ରକ୍ | ୩ ପୋଲିସ କର୍ମଚାରୀଙ୍କ ମୃତ୍ୟୁ , ୨ ଗୁରୁତର ଆହତ ଆହତ | ପୋଲିସ କର୍ମଚାରୀ ପାଟନା ମେଡିକାଲ କଲେଜକୁ ସ୍ଥାନାନ୍ତରିତ , ପୋଲିସ ଭ୍ୟାନ୍କୁ ଧକ୍କା ଦେବା ପରେ ଟ୍ରକ୍ ଓଲଟିଥିବା ସୂଚନା |
- ଚିଲିକା ନଳବଣରେ ପକ୍ଷୀ ଗଣନା ଆରମ୍ଭ , ୨୧ ଟିମ ନିୟୋଜିତ |