ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କୋରୋନା ସଂକ୍ରମିତ |

କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ଟ୍ବିଟରରେ ଦେଲେ ସୂଚନା । ସାମାନ୍ୟ ଲକ୍ଷଣ ଥିବାରୁ ଗୃହ ପୃଥକବାସରେ ଅଛନ୍ତି । ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ ଟେଷ୍ଟ କରାଇବାକୁ ପରାମର୍ଶ |

Leave a Reply

Your email address will not be published. Required fields are marked *