ଜୟୀ ରାଜଗୁରୁଙ୍କ ଉପରେ ନିର୍ମିତ ଓଡିଆ ସିନେମା ” ମହର୍ଷି ” କୁ କରମୁକ୍ତ କରିବାକୁ ଦାବି

ଭୁବନେଶ୍ୱର: ମହାନ ବିପ୍ଳବୀ ଜୟୀ ରାଜଗୁରୁଙ୍କ ଉପରେ ନିର୍ମିତ ଓଡିଆ ସିନେମା ” ମହର୍ଷି ” କୁ କରମୁକ୍ତ କରିବାକୁ ଦାବି କରିଛି ସଂଗ୍ରାମୀ ଯୁବ ଛାତ୍ର ସଂଗଠନ । ଆଜି ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *