

- ଆସନ୍ତା ବୁଧବାର ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ପରେଡ୍ , ଏଥିପାଇଁ ଆଜି ଅନୁଷ୍ଠିତ ହୋଇଛି ଫୁଲ ଡ୍ରେସ ରିହରସାଲ୍। ଡିଜିପି ସୁନୀଲ୍ ବଂଶଲ ଉପସ୍ଥିତ ରହି ଏହାକୁ ନିରୀକ୍ଷଣ କରିଥିଲେ।
- ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କୋଭିଡ ପଜିଟିଭ | ସୁଦର୍ଶନଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ