ନିର୍ବାଚନ କଭରେଜ ସମୟରେ ନ୍ୟୁଜ୍‌ ୧୮ ଓ ନ୍ୟୁଜ୍‌7 ସାମ୍ବାଦିକଙ୍କୁ ମାଡ଼ ଘଟଣା ରେ ୮ ଜଣଙ୍କୁ ବାନ୍ଧିଲା ପୋଲିସ

ନିର୍ବାଚନ କଭରେଜ ସମୟରେ ନ୍ୟୁଜ୍‌ ୧୮ ଓ ନ୍ୟୁଜ୍‌7 ସାମ୍ବାଦିକଙ୍କୁ ମାଡ଼ ଘଟଣା ରେ ୮ ଜଣଙ୍କୁ ବାନ୍ଧିଲା ପୋଲିସ | ଗିରଫ ଅଭିଯୁକ୍ତ ସତ୍ୟପ୍ରିୟ ମହାରାଣା, ବିଜୟ ସ୍ବାଇଁ, ନିକୁଞ୍ଜ ସ୍ବାଇଁ, ଉତ୍ତମ ଭୂଜବଳ, ଅଜୟ ବାରିସାଲ୍, ବିଦ୍ୟାଧର ସ୍ବାଇଁ ଗିରଫ ଓ ବ୍ରଜବନ୍ଧୁ ସ୍ବାଇଁ ଗିରଫ। ଗିରଫ ଅଭିଯୁକ୍ତଙ୍କଠାରୁ ମୋବାଇଲ ଫୋନ୍, ୨ଟି ବୁମ୍, ଲାଇଭ୍ୟୁ ଉଦ୍ଧାର କଲା ପୋଲିସ

Leave a Reply

Your email address will not be published. Required fields are marked *